ବସନ୍ତ ରାସ
(ବସନ୍ତ ରାହାସ—ଦେଶଜ - ରୂପ)
ଶ୍ରୀକୃଷ୍ଣଙ୍କର ବସନ୍ତକାଳୀନ ରାସଯାତ୍ରା ବା ଉତ୍ସବ ବିଶେଷ —The dancing festival of Ṡrīkṛushṇa during the spring.