Jump to content

ବସା କରିବା

ଉଇକିଅଭିଧାନ‌ରୁ

ବସା କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.

[ସମ୍ପାଦନା]
୧. (ପକ୍ଷୀ) ନୀଡ଼ ନିର୍ମାଣ କରିବା — ୧. To build a nest (said of a bird.)

(ଯଥା—ବାୟାଚଢ଼େଇ ତାଳ ଗଛ ଅଗରେ ବସା କରିଛି)

୨. ଅସ୍ଥାୟୀଭାବରେ ବାସ କରିବା —୨. To take up one's lodgings; to board at.

ସେନାବିନ୍ଦୁ ପୁରରେ ଦେବ ପ୍ରସ୍ଥେ ବସା କରି ଅରଜୁନ ହରିଲେ ବହୁ ନିଶା କୃଷ୍ଣସିଂହ. ମହାଭାରତ ସଭା

୩. ବାସ କରିବା; ସ୍ଥାୟୀଭାବରେ ରହିବା —୩. To live; to take up one's residence.

(ଯଥା—ତା ମୁଣ୍ଡରେ ଉକୁଣି ବସା କଲେଣି)

ଅନୁବାଦ

[ସମ୍ପାଦନା]
୪. ସର୍ବଦା ଉପସ୍ଥିତ ରହିବା — ୪. To be present always.

(ଯଥା—ତା ଜିଭ ଅଗରେ ଖରାପ କଥା କଲାଣି)

ଅନୁବାଦ

[ସମ୍ପାଦନା]
୫. ବସା ଘର ସ୍ଥିର କରିବା — ୫. To settle one's lodgings.

(ଯଥା—ରାଜା କଲିକତା ଯିବା ଆଗରୁ ମେନଜର ଯାଇ ବସା କରନ୍ତୁ)