Jump to content

ବସା ଦହି

ଉଇକିଅଭିଧାନ‌ରୁ

ବସା ଦହି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଆଉଟା ଦୁଧ ଥଣ୍ଡା ହେଲେ ତହିଁରେ ମହୀ ବା ଖଟା ପକାଇ କିଛିକାଳ ରଖିଦେବା ପରେ ପ୍ରସ୍ତୁତ ହେବା ଘନୀଭୂତ ଦଧି —Curdled milk; coagulated milk; curd.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]

ଘୋଳ ଦହି —Curd.