ବସା ସଞ୍ଚା
ଦେଖଣା
ବସା ସଞ୍ଚା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବସା ସଞ୍ଚା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା](ସହଚର) ଆଗନ୍ତୁକ ବ୍ୟକ୍ତିଙ୍କର ରହିବା ନିମନ୍ତେ ବସାଘର ଓ ରୋଷେଇ ପାଇଁ ଖାଦ୍ୟ ସାମଗ୍ରୀ — Lodgings and victuals for a newly arrived guest.
ଏହି ସକାଶରୁ ବାଟରେ ବାସାସଞ୍ଚା କରାଅ ତାଙ୍କପାଇଁ ନ କରି କିଛି ପଞ୍ଚା—କୃଷ୍ଣସିଂହ—ମହାଭାରତ—ଉଦ୍ଯୋଗ
[ପୂର୍ବେ ରାଜାମାନଙ୍କ ନିକଟକୁ କେହି ବିଶିଷ୍ଟ ବ୍ୟକ୍ତି ଗଲେ ପ୍ରଥମରେ ତାଙ୍କୁ ବସାସଞ୍ଚା ଦିଆଯାଉଥିଲା]