ବସି
ଦେଖଣା
ବସି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବସ ଧାତୁ=ପିନ୍ଧିବା+କର୍ମ. ଇ)
[ସମ୍ପାଦନା]- ୧. ଲୁଗାପଟା — ୧. Clothes (Apte).
- ୨. (ବସ୍ ଧାତୁ=ବାସ କରିବା+ଅଧିକରଣ. ଇ) ଆବାସ; ଗୃହ —୨. Dwelling; residence.
ଅନୁବାଦ
[ସମ୍ପାଦନା]ଗ୍ରାମ୍ୟ - ଅ—(ପାଦ ବା ବାକ୍ୟ ପୂରଣାର୍ଥରେ ଅଥବା କଥିତ ବିଷୟରେ ଜୋର୍ ଦେବାପାଇଁ ବ୍ୟବହୃତ)
[ସମ୍ପାଦନା]ବି; ମଧ୍ୟ; ସୁଦ୍ଧା — Even; too.
(ଯଥା—ମୁଁ ବସି କାହାଁତକ୍ ଜଗିଥିବି? ମୋର ଆଉ କିଛି କାମ ନାହିଁ, ମୁଁ ବସି ଏଇତା କରୁଥିବି?)