Jump to content

ବସିତ

ଉଇକିଅଭିଧାନ‌ରୁ

ବସିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବସ୍ ଧାତୁ+କର୍ମ. ତ)

[ସମ୍ପାଦନା]
୧. ପରିହିତ — ୧. Worn; put on.
୨. (+କର୍ତ୍ତୃ. ତ) ବାସ କରୁଥିବା —୨. Dwelling.
୩. (+କର୍ମ. ତ) ସଞ୍ଚିତ —୩. Stored (Apte).

ସଂସ୍କୃତ - ବିଶେଷ୍ୟ - (+ଅଧି. ତ)— ବାସସ୍ଥାନ —Dwelling (Apte).