ବସି ଆସିବା
ଦେଖଣା
ବସି ଆସିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବସି ଆସିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]କୌଣସି ସ୍ଥାନରେ ବସିବା ପରେ ସେଠାରୁ ଉଠିଆସିବା —To come out after sitting at a place.
(ଯଥା—ମୁଁ ଥରେ ଯାଇ ସେ ସଭାରେ ବସିଆସେଁ, ତାପରେ ତୁମକୁ ସବୁ କଥା କହିବି)