ବସି ଖାଇବା
ଦେଖଣା
ବସି ଖାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବସି ଖାଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. କିଛି ରୋଜଗାରର ପନ୍ଥା ନ ଧରି ସଞ୍ଚିତ ଧନରେ ଜୀବିକା ନିର୍ବାହ କରିବା —To consume or spend money without earning anything.
ବସିଖାଇଲେ ନଈବାଲି ସରେ—ଢଗ
- ୨. ଉପବେଶନ କରି ଭୋଜନ କରିବା —୨. To take one's meal sitting.