ବସୁଦା
ଦେଖଣା
ବସୁଦା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ବସୁ+ଦା ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ. ଆ)
[ସମ୍ପାଦନା]- ୧. ପୃଥିବୀ —୧. The earth.
- ୨. ସ୍କନ୍ଦଙ୍କ ଛଅ ମାତାଙ୍କ ମଧ୍ୟରୁ ଏକ —୨. Name of one of the ୬ mothers of Kārttikeya.
- ୩. ନର୍ଦମାନାମ୍ନୀ ଗନ୍ଧର୍ବୀର କନ୍ୟା ଓ ମାଳୀ ରାକ୍ଷାସର ପତ୍ନୀ —୩. Name of the wife of demon Māḻī
[ଦ୍ରଷ୍ଟବ୍ୟ —ଏହାଙ୍କ ଚାରି ପୁତ୍ର ଅନଳ, ନୀଳ, ହର ଓ ସମ୍ପତ୍ତି ବିଭୀଷଣଙ୍କ ଅମାତ୍ୟ ଥିଲେ—ହିନ୍ଦୀ - ଶ.]