Jump to content

ବସୁଦେବତ

ଉଇକିଅଭିଧାନ‌ରୁ

ବସୁଦେବତ

ଉଚ୍ଚାରଣ

[ସମ୍ପାଦନା]

(ବସୁଦେବ୍ୟା, ବସୁଦୈବତ, ବସୁଭ—ଅନ୍ୟରୂପ)

(ବସୁଦିଅ—ଅନ୍ୟ ଗ୍ରାମ୍ୟନାମ)

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ବସୁ=ଅଷ୍ଟାବସୁ ଅଟନ୍ତି ଦେବତା ଯାହାର)

[ସମ୍ପାଦନା]

ଧନିଷ୍ଠା ନକ୍ଷତ୍ର (ହିନ୍ଦୀ - ଶ.) —The ୨୩rd asterism.

ଗ୍ରାମ୍ୟ - ବିଶେଷ୍ୟ -

[ସମ୍ପାଦନା]

ବୈଶ୍ୱଦେବ (ଦେଖ) - B&aline;ṡswadeba (See)