Jump to content

ବସୁଧାଧର

ଉଇକିଅଭିଧାନ‌ରୁ

ବସୁଧାଧର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଉପପଦ ତତ୍ପୁରୁଷ; ବସୁଧା=ପୃଥିବୀ+ଧୃ ଧାତୁ = ଧାରଣ କରିବା+କର୍ତ୍ତୃ. ଅ)

[ସମ୍ପାଦନା]
୧. ଭୂଧର; ପର୍ବତ —୧. Mountain.
୨. ଅନନ୍ତ; ବାସୁକୀ — ୨. The great serpent.