Jump to content

ବସୁନ୍ଧରା

ଉଇକିଅଭିଧାନ‌ରୁ

ବସୁନ୍ଧରା

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ - (ବସୁ+ଧୃ ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ. ଆ)

[ସମ୍ପାଦନା]

ଧନଧାରିଣୀ; ବସୁଧା —Containg riches.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ବସୁଧା; ପୃଥିବୀ —୧. The earth.
୨. 'ବସୁନ୍ଧରା'ର ସ୍ତ୍ରୀ —୨. The wife of Kubera's attendant.
୩. ଶଫଳକଙ୍କ କନ୍ୟା ଓ କୃଷ୍ଣତନୟ ଶାମ୍ୱଙ୍କ ଭାର୍ଯ୍ୟା (ହିନ୍ଦୀ - ଶ) —୨. The wife of a Kṛushṇa's son Ṡāmba.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବସୁଧରା (ଦେଖ) - —Basudhārā (See)