ବସୁପ୍ରଦ
ଦେଖଣା
ବସୁପ୍ରଦ
ଉଚ୍ଚାରଣ
[ସମ୍ପାଦନା](ବସୁପ୍ରଦା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ. (ବସୁ+ପ୍ର+ଦା ଧାତୁ+କର୍ତ୍ତୃ. ଅ)
[ସମ୍ପାଦନା]ବସୁଦ (ଦେଖ) - —Basuda (See)
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]- ୧. ବସୁଦ (ଦେଖ) - ୧. Basuda (See)
- ୨. ଶିବ (ହିନ୍ଦୀ - ଶ) —୨. Ṡiba.
- ୩. ସ୍କନ୍ଦଙ୍କ ଅନୁଚରବିଶେଷ (ହିନ୍ଦୀ - ଶ) —୩. Name of an attendant of Kārttikeya.