ବସୁମାତା ଗାଧୁଆ
ଦେଖଣା
ବସୁମାତା ଗାଧୁଆ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ରଜସଂକ୍ରାନ୍ତିର ପରବର୍ତ୍ତୀ ୩ୟ ଦିବସ ପ୍ରଭାତରେ ସମ୍ପାଦିତ ବସୁମତୀ ଦେବୀଙ୍କର ସ୍ନାନ ଉତ୍ସବବିଶେଷ; ଠାକକୁରାଣୀଗାଧୁଆ — A ceremony performed on the ୩rd day after Raja Saṁkrānti.
[ଦ୍ରଷ୍ଟବ୍ୟ —ଆଷାଢ଼ ସଂକ୍ରାନ୍ତିରେ ପୃଥିବୀ ବା ବସୁମାତା ରଜସ୍ୱଳା ହୁଅନ୍ତି ଏବଂ ୩ ଦିନ ଘରେ ଗୋଟିଏ ସ୍ଥାନ ଲିପା ହୋଇ ମହାଲକ୍ଷ୍ମୀଙ୍କୁ ପୂଜା ଓ ବସୁମାତାଙ୍କୁ ସ୍ନାନ କରାଇବା ବିଧି ସମ୍ପାଦିତ ହୁଏ]