Jump to content

ବସୁମାନ୍

ଉଇକିଅଭିଧାନ‌ରୁ

ବସୁମାନ୍

ଉଚ୍ଚାରଣ

[ସମ୍ପାଦନା]
(ବସୁମାତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବସୁ=ଧନ+ମତ୍; ୧ମା. ୧ବ)

[ସମ୍ପାଦନା]

ଧନବାନ୍ —Rich.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ରାଜା —୧. King.
୨. ନୃପବିଶେଷ — ୨. Name of a king.
୩. ଉତ୍ତର ଦେଶୀୟ ପୌରାଣିକ ପର୍ବତବିଶେଷ (ହିନ୍ଦୀ - ଶ) —୩. Name of a mythological mountain.