Jump to content

ବସୁସ୍ଥଳୀ

ଉଇକିଅଭିଧାନ‌ରୁ

ବସୁସ୍ଥଳୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (୬ଷ୍ଠୀ ତତ୍; ବସୁ+ସ୍ଥଳୀ)

[ସମ୍ପାଦନା]
୧. ଧାନାଗାର —୧. Treasury.
୨. କୁବେର ଭବନ —୨. The abode of Kubera.
୩. କୁବେରନଗରୀ; ଅଳକା — ୩. The capital of Kubera; Aḻakā