Jump to content

ବସେଇ ରଖିବା

ଉଇକିଅଭିଧାନ‌ରୁ

ବସେଇ ରଖିବା

ଦେଶଜ - କ୍ରି.

[ସମ୍ପାଦନା]
୧. ବହୁକାଳ ଅପେକ୍ଷା କରାଇବା
୨. ନିକମା କରି ବସାଇବା
୩. ଦୀର୍ଘଜୀବି କରିବା