ବସ୍

ଉଇକିଅଭିଧାନ‌ରୁ

ବସ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

(ବାସ୍—ଅନ୍ୟରୂପ)

ବୈଦେଶିକ -[ସମ୍ପାଦନା]

୧. (ଇଂ) (ବି) ବହୁତ ଲୋକ ବସିଯିବାର ଉପଯୋଗୀ ବଡ଼ ମଟରଗାଡ଼ି —୧. Bus.
୨. (ଅବ୍ୟୟ). ବାସ୍ (ଦେଖ) - —Bās (See)

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ସଂସ୍କୃତ - ବସା)[ସମ୍ପାଦନା]

ବସ; ଚର୍ବୀ —Fat.