Jump to content

ବସ୍ତାନି

ଉଇକିଅଭିଧାନ‌ରୁ

ବସ୍ତାନି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଫାରାସୀ - ବସ୍ତା)

[ସମ୍ପାଦନା]

ଗୁଡ଼ାଏ ଲୁଗା ବା କାଗଜପତ୍ର ଏକତ୍ର ବନ୍ଧା ଯାଇଥିବା କନାର ପୁଡ଼ା —A cloth- packet of cloths or papers.

ମୁନ୍ସି ଚକ୍ରଧର ଦାସ ବିଶାଳ ବସ୍ତାନି ଫିଟାଇ ମେଲି ଦେଲେ ଫକୀରମୋହନ, ଛୋମାଣ ଆଠଗୁଣ୍ଠ