ବସ୍ତାବନ୍ଦ
ଦେଖଣା
ବସ୍ତାବନ୍ଦ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବସ୍ତାବନ୍ଦ
|
ଦେଶଜ - ବିଶେଷ୍ୟ - (ଫାରାସୀ - ବସ୍ତା+ସଂସ୍କୃତ - ବନ୍ଧନ)
[ସମ୍ପାଦନା]ଧାନ ଚାଉଳ ଆଦି ବସ୍ତୁକୁ ଭିନ୍ନ ଭିନ୍ନ ବସ୍ତାରେ ପୁରାଇ ବାନ୍ଧିବା —Act of making of articles into bags or bales.
ଦେଶଜ - ବିଶେଷଣ -
[ସମ୍ପାଦନା]ଯାହା ବସ୍ତାରେ ବନ୍ଦ କରାଯାଇ ଅଛି — Baled;, made up into bales.