Jump to content

ବସ୍ତୁତଃ

ଉଇକିଅଭିଧାନ‌ରୁ

ବସ୍ତୁତଃ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - କ୍ରି. ବିଶେଷଣ - (ବସ୍ତୁ+ତସ୍)

[ସମ୍ପାଦନା]
୧. ଫଳତଃ; ପ୍ରକୃତରେ; ଯଥାର୍ଥରେ —୧. Actually; really; in fact; virtually.
୨. ନିଶ୍ଚେ —୨. Of course.