Jump to content

ବସ୍ତୁପମା

ଉଇକିଅଭିଧାନ‌ରୁ

ବସ୍ତୁପମା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଉପମାଳଙ୍କାରବିଶେଷ — A kind of simile.

[ଦ୍ରଷ୍ଟବ୍ୟ —ଯେଉଁଠାରେ ଉପମାନ ଓ ଉପମେୟ ବସ୍ତୁଙ୍କର ସାଧାରଣ ଧର୍ମର ଉଲ୍ଲେଖ ବା ପ୍ରକାଶ ହୋଇ ନ ଥାଏ ତାକୁ ବସ୍ତୂ ପମା ବୋଲା—

ଯାଏ ଯଥା—ରାଜୀବ ପରି ବଦନ, ନେତ୍ର ନୀଳୋତ୍ପଳ, ଉପମାନ ଓ ଉପମେୟରୂପେ ପ୍ରଯୁକ୍ତ ଦୁଇଟି ଦୁଇଟି ବାକ୍ୟର ସାଧାରଣ ଧର୍ମ ଭିନ୍ନ ଭିନ୍ନ ପଦଦ୍ୱାରା କଥିତ ହେଲେ ତାକୁ ପ୍ରତିବସ୍ତ ପମା ବୋଲାଯାଏ ]