Jump to content

ବସ୍ତ୍ରାଭାବେ ସୂତ୍ରଂ ଦଦ୍ୟାତ୍

ଉଇକିଅଭିଧାନ‌ରୁ

ବସ୍ତ୍ରାଭାବେ ସୂତ୍ରଂ ଦଦ୍ୟାତ୍

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବାକ୍ୟ

[ସମ୍ପାଦନା]

ଶାସ୍ତ୍ରରେ ଯେଉଁଠାରେ ଖଣ୍ଡିଏ ଲୁଗା ଦେବାର ବିଧି ଅଛି, ଲୁଗା ଖଣ୍ଡେ ଦେବାକୁ ଅକ୍ଷମ ବ୍ୟକ୍ତି ସେ ସ୍ଥଳରେ ଖଣ୍ଡିଏ ନୂଆ ସୂତା ଦେଇ ଶାସ୍ତ୍ର ବିଧାନକୁ ରକ୍ଷା କରେ ଏହି ଭଳି ନ୍ୟାୟରେ ଏ ବାକ୍ୟ ବ୍ୟବହୃତ ହୁଏ — A sanskrit sentence used in cases where the direction for giving a piece of cloth is observed by substituting a piece of hread in its place.