Jump to content

ବସ୍—ପଥର

ଉଇକିଅଭିଧାନ‌ରୁ

ବସ୍—ପଥର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବିଷ+ପ୍ରସ୍ତର)

[ସମ୍ପାଦନା]

ଜାର ମହୁରା — Bezoar stone.

[ଦ୍ରଷ୍ଟବ୍ୟ —ଏହା କୋଚିଳା ମଞ୍ଜି ଆକୃତିର ଓ ଖୁବ ଚିକକଣ ଦେଖାଯାଏ; ବର୍ଣ୍ଣ ଆକୃଷ୍ଣ ଆରକ୍ତ ପାଣ୍ଡୁର ସାପ କାମୁଡିଥିବା ଅଙ୍ଗରେ ଏହାକୁ ଲଗାଇଲେ ଏହା ସେ କ୍ଷତରେ ଲାଗି ରହେ ଓ ବିଷ ଝଡିଗଲେ ସେ ସ୍ଥାନରୁ ଖସି ପଡେ ଏହାକୁ ଲୋକେ ପଥର ବୋଲି ଭ୍ରମ କରନ୍ତି; କିନ୍ତୁ ଏହା ଖଣିଜ ପଥର ନୁହେଁ ଏହା ଗୋରୁ, ଚରଡ ପକ୍ଷୀ, ଛେଳି ଆଦିଙ୍କ ପେଟରୁ ଭୁକ୍ତ ଖାଦ୍ୟ ବସ୍ତୁମଧ୍ୟରୁ ମିଳେ; କେଳାମାନେ ଏହା ସଂଗ୍ରହ କରି ରଖିଥାଆନ୍ତି]