ବସ ଉଠ
ଦେଖଣା
ବସ ଉଠ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବସ ଉଠ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଏକାଦିକ୍ରମେ ବସିବା ଓ ଠିଆ ହେବା କ୍ରିୟା —୧. Sitting and standing in succession.
- ୨. କୌଣସି ବ୍ୟକ୍ତିଙ୍କ ନିକଟକୁ ବା ସ୍ଥାନକୁ ଯିବା ଆସିବା କରିବା; ଚଳ ପ୍ରଚଳ — ୨. Constant intercourse.
- ୩. ଉପର୍ଯ୍ୟୁପରି ବସାଇବା ଓ ଠିଆ କରାଇବାରୂପ ଦଣ୍ଡ —୩. The punshiment given to a person by making him sit down and stand up repeatedly.