Jump to content

ବହକାଇବା

ଉଇକିଅଭିଧାନ‌ରୁ

ବହକାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. ('ବହକିବା'ର ଣିଜନ୍ତ ରୂପ)

[ସମ୍ପାଦନା]
୧. ପ୍ରୟୋଜନରୁ ଅଧିକ କରି ବଞ୍ଚାଇବା; ବଳାଇବା —୧. To cause anything to be in excess.
୨. ଲୋକକୁ ଭୁଲାଇବା; ଭଣ୍ଡାଇବା ଫୁସୁଲାଇବା — ୨. To inveigle.
୩. ଲୋକକୁ ଲକ୍ଷ— ଭ୍ରଷ୍ଟ କରିବା —୩. To cause a person to miss him aim.