Jump to content

ବହନ

ଉଇକିଅଭିଧାନ‌ରୁ

ବହନ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହ୍ ଧାତୁ+ଭାବ. ଅନ)

[ସମ୍ପାଦନା]
୧. ଭାର ବୋହିବା — ୧. Carrying of weight.
୨. ଅଙ୍ଗରେ ଧାରଣ; ପରିଧାନ —୨. Wearing.
୩. ସହିବା; ସହନ —୩. Bearing.
୪. ବୋହିବା —୪. Flowing; blowing
୫. (+କର୍ତ୍ତୃ. ଅନ) ଯାନ; ବାହନ —୫. Conveyance.
୬. ନୌକା —୬. Boat; raft (Apte).

ଦେଶଜ - କ୍ରି.ବିଶେଷଣ -

[ସମ୍ପାଦନା]

ଶ୍ରିଘ୍ର; ସତ୍ୱର; ଚଞ୍ଚଳ —Soon; quickly.

ସଲ୍ୟଙ୍କୁ ଚିନିକାଣ୍ଡ ବିନ୍ଧିଲେ ବହନ କୃଷ୍ଣସିଂହ, ମହାଭାରତ ଭୀଷ୍ମ