Jump to content

ବହନେଣ

ଉଇକିଅଭିଧାନ‌ରୁ

ବହନେଣ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - (ପଦ୍ୟ) କ୍ରି. ବିଶେଷଣ - (ସଂସ୍କୃତ - ବହନ)

[ସମ୍ପାଦନା]

ଶୀଘ୍ର; ସତ୍ୱର — Soon; quickly.

ଏବେ ମୋର ବୋଲ କର, ବହନେଣ ଅଭିସର ପ୍ରାଚୀ ରସବାରିଧି