Jump to content

ବହନ୍ତା

ଉଇକିଅଭିଧାନ‌ରୁ

ବହନ୍ତା

ଉଚ୍ଚାରଣ

[ସମ୍ପାଦନା]

ବୋହନ୍ତା, ବୁହନ୍ତାଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. (ସଂସ୍କୃତ - ବହତ୍) (ପାଣି) ବହିଯାଉ ଥିବା; ସ୍ରୋତୋଯୁକ୍ତ (ନଦୀ ବା ଜଳ) —୧. Flowing (water).
୨. (ପବନ) ବହୁଥିବା —୨. Blowing (wind).