ବହନ୍ତି
ଦେଖଣା
ବହନ୍ତି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ପିଣ୍ଡାର ସୀମାକୁ ବଳି ବାହାରକୁ ଥିବା ଚାଳର ଅଂଶବିଶେଷ —୧. The portion of a thatch which projects beyond the edges of the veranda below; eave.
- ୨. ବହନ୍ତି ଚାଳର ସରିସମାନ କରି ପିଣ୍ଡାର ଯେଉଁ ଅଂଶକୁ ବଢ଼ାଇ କରି ପୁଣି
ଅନୁବାଦ
[ସମ୍ପାଦନା]ବହନ୍ତି
|
କରାଯାଏ —୨. Extension of a veranda below projecting thatch.
- ୩. କୌଣସି ନିର୍ଦ୍ଦିଷ୍ଟ ସୀମାର ବହିର୍ଭୂତ ଅଂଶ —୩. Outskirt; suburban.
(ଯଥା—ଗାଁ ବହନ୍ତି)
- ୪. ଘୋର ଜଙ୍ଗଲର ଯେଉଁ ସୀମା ମେଲା ଜାଗା ଆଡ଼କୁ ମାଡ଼ି ଆସିଥାଏ ଓ ଯାହାର ଗଛ ବୁଦା ଆଦି ଅସଲ ଜଙ୍ଗଲ ପରି ଗହଳିଆ ହୋଇ ନ ଥାଏ —୪. Outskirts of a forest; a strip up forest projecting with the open country.
ଦେଶଜ - ବିଶେଷଣ -
[ସମ୍ପାଦନା]ବହନ୍ତା (ଦେଖ) - —Bahantā (See)