Jump to content

ବହପ ପାଇବା

ଉଇକିଅଭିଧାନ‌ରୁ

ବହପ ପାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ବହପ ଆସିବା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. କୌଣସି କାର୍ଯ୍ୟ କରିବାକୁ ସାହସୀ ହେବା —୧. Having courage to do a thing.
୨. କୌଣସି କାମକୁ ବଳ ପାଇବା — ୨. Having strength or power for doing a thing.

(ଯଥା—ଏ ବୟସରୁ ପିଲାର କୋଡ଼ି ହାଣିବାକୁ ବହପ ପାଇବା ପାଇଁ ଖାଦ୍ୟ କାହିଁ ?)

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ଅନ୍ୟ ବ୍ୟକ୍ତିଠାରୁ ଉତ୍ସାହ ପାଇବା —To get encouragement from another to do something.