Jump to content

ବହର

ଉଇକିଅଭିଧାନ‌ରୁ

ବହର

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ବହର୍=ଉପସାଗର; ସମୁଦ୍ର, ଜାହାଜ; ତୁଳ. ସଂସ୍କୃତ - ବହଳି=ନୌକା)

[ସମ୍ପାଦନା]
୧. ଜାହାଜ — ୧. Ship.
୨. ଜଳାଯାନ ସମୂହ —୨. A fleet of ships.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. (ସଂସ୍କୃତ - ଗଭୀର) ଜଳର ଗଭୀରତା — ୧. Depth of water.
୨. (ସଂସ୍କୃତ - ବିସ୍ତାର) ଲୁଗାର ପ୍ରସ୍ଥ ବା ଓସାର — ୨. Breadth; width.

ଗ୍ରାମ୍ୟ - ବିଶେଷ୍ୟ -

[ସମ୍ପାଦନା]
୧. (ସଂସ୍କୃତ - ବୃତ୍ତାକାର) ଚିକ୍ରାକାର ବା ବୁଲାଣିଆ ରାସ୍ତା —୧. Winding path.
୨. (ଇତର ଲୋକଙ୍କ ଉଚ୍ଚାରଣ ଦୋଷ; ଳ ସ୍ଥାନରେ ର ଉଚ୍ଚାରଣ)—ବହଳ — ୨. Thickness.