Jump to content

ବହଲେଇବା

ଉଇକିଅଭିଧାନ‌ରୁ

ବହଲେଇବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ବିଦ୍ୱଳ; ଫାରାସୀ - ବହାଲ୍=ଭୁଲାଇବା; ହିନ୍ଦୀ - ଶ.)

[ସମ୍ପାଦନା]
୧. ଚାଟୁ କଥାରେ ଭୁଲାଇବା — ୧. To seduce; to inveigle.
୨. ଭଣ୍ଡାଇବା; ଭୁତାଇବା; ଧପାଇବା —୨. To cheat; to deceive.