Jump to content

ବହସ୍

ଉଇକିଅଭିଧାନ‌ରୁ

ବହସ୍

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ବୈଦେଶିକ - ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ଆ) (କଚିରିଆ) (ହିନ୍ଦୀରୁ ଅନୁକୃତ)

[ସମ୍ପାଦନା]
୧. ତର୍କବିତର୍କ; ବାଦାନୁବାଦ — ୧. Argument.
୨. ଅଦାଲତରେ ଓକିଲଙ୍କ ବାଦାନୁବାଦ — ୨. Pleaders' argument.
୩. କୌଣସି ବ୍ୟକ୍ତିର ପକ୍ଷରେ ଲଢ଼ି କହିବା —୩. Pleading in favour of a person.
୪. କଳି; ବିବାଦ —୪. Dispute
୫. ବାଜୀ —୫. Wager; stake in a hazard.