Jump to content

ବହା

ଉଇକିଅଭିଧାନ‌ରୁ

ବହା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହ୍ ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ. ଆ)

[ସମ୍ପାଦନା]

ନଦୀ — ୧. River.

ଦେଶଜ - ବିଶେଷ୍ୟ - (ଅନ୍ୟ ଶବ୍ଦ ସଙ୍ଗେ ପ୍ରଯୋଜ୍ୟ;ସଂସ୍କୃତ - ବହ)

[ସମ୍ପାଦନା]

ଯେ ବହନ କରେ —One who carries.

ବିମାନବହା ପୁରୁଷରେ, ନୃପ କହଇ କୋପଭରେ ଜଗନ୍ନାଥ. ଭାଗବତ