Jump to content

ବହିଃ ପ୍ରାଣ

ଉଇକିଅଭିଧାନ‌ରୁ

ବହିଃ ପ୍ରାଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (କୌଣସି ବ୍ୟକ୍ତିର ଦେହର ବାହାରେ ଥିବା ଜୀବନ ସ୍ୱରୁପ କୌଣସି ବ୍ୟକ୍ତିର ପ୍ରିୟତମ ବ୍ୟକ୍ତି —୧. One's beloved or dear person (as dear as one's life); any thing as dear as life (Apte).
୨. ଟଙ୍କା; ମୁଦ୍ରା —୨. Money (Apte).