Jump to content

ବହିତ୍ର

ଉଇକିଅଭିଧାନ‌ରୁ

ବହିତ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହ୍ ଧାତୁ=ବହନ କରିବା+କରଣ. ଇତ୍ର)

[ସମ୍ପାଦନା]
୧. ନୌକା; ଜଳଯାନ; ବୋଇତ; ଜାହାଜ — ୧. Boat; ship.
୨. ରାମାୟଣ ବର୍ଣ୍ଣିତ ରାକ୍ଷସ ସେନାପତି— ବିଶେଷ —୨. A commander of the demons described in the Rāmāyaṇa.

ବହିତ୍ର ନାମ ଭଲେ ଅପୂର୍ବ ନଳ ନୀଳେ ଭମ୍ମ କରି ଉଡ଼ାଇ ଦେଲେ— ଭଞ୍ଜ. ବୈଦେହୀଶବିଳାସ