ବହିମୁଖ
ଦେଖଣା
ବହିମୁଖ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ -(ବହୁବ୍ରୀହି; ବହିଃ+ ମୁଖ)
[ସମ୍ପାଦନା]- ୧. ଯାହାର ମୁହଁ ବାହାର ଆଡ଼ୁ ବୁଲିଅଛି —୧. Facing outwards; with the face turned outwards; turnings one's face away from.
- ୨. ବିମୁଖ; ପରାଙୁଖ —୨. Averse from; indifferent to.
- ୩. ବାହ୍ୟବିଷୟାସକ୍ତ —୩. Much addicted to worldly or outerr matters.
- ୪. ମୁଖରୁ ବହିର୍ଗତ —୪. Coming out of the mouth. (Apte).
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଦେବତା —God; deity.