ବହିରଙ୍ଗ
ଦେଖଣା
ବହିରଙ୍ଗ
ଉଚ୍ଚାରଣ
[ସମ୍ପାଦନା](ଅନ୍ତରଙ୍ଗ—ବିପରୀତ)
(ବହିରଙ୍ଗତା—ବି)
ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ବହିସ୍=ବାହାରେ + ଅଙ୍ଗ)
[ସମ୍ପାଦନା]- ୧. ବାହାରରେ ଥିବା —୧. Belonging to or staying outside.
- ୨. ଅନାତ୍ମୀୟ; ପର —୨. Foreign; not closely related.
ବହିରଙ୍ଗେ ରହି ବୁଲୁଛନ୍ତି ଅଗଣାରେ—କିଶୋରୀଚମ୍ପୂ ବ ଗୀତ
- ୩. ଦଳର ବହିର୍ଭୁତ —୩. Not belonging to a party.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଅନାତ୍ମୀୟ ବ୍ୟ୍ୟକ୍ତି —୧. Stranger.
- ୨. ଦଳ ବା ପରିବାରର ବାହାରର ଲୋକ —୨. Outside.
- ୩. ଶତ୍ରୁ —୩. Enemy.