ବହିରା

ଉଇକିଅଭିଧାନ‌ରୁ

ବହିରା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. (ସଂସ୍କୃତ - ବଧିର, ପ୍ରା. ବହିରା) ବଧିର ବ୍ୟ୍ୟକ୍ତି —୧. A deaf person.
୨. (ଅ. ବହିରା; ସଂସ୍କୃତ - ପକ୍ଷିବୈରୀ) ମାଟିଆ ଚିଲ —୨. A bird of prey allied to the kite; the peregrine falcon; Falco Peregrinus.

[ଦ୍ରଷ୍ଟବ୍ୟ —ଏହା ଏକ ପ୍ରକାର ମାଂସାଶୀ ପକ୍ଷୀ; ପ୍ରାୟ ୧ ହାତ ଲମ୍ୱ ଏବଂ ବାଜଠାରୁ ବଡ଼ ଏ ପାରା ପ୍ରଭୃତି ଛୋଟ ପକ୍ଷୀଙ୍କୁ ଶିକାର କରି ଖାଏ; ଏହା ଶ୍ୟେନ ବା ବାଜ ଅପେକ୍ଷା ବଡ଼ ଓ ବଳୁଆ; ଚଞ୍ଚୁ ସ୍ଥୂଳ ଓ ଚଞ୍ଚୁର ଭିତର ପାଖ ଦନ୍ତୁର ପୁଚ୍ଛ ଗୋଲ ଓ ଅନୀଳ ମାଟିଆ]

୩. ବାଜ ବା ଛଞ୍ଚାଣ —୩. The hawk; the goshawk.
୪. ଏକ ଜାତୀୟ ଛଞ୍ଚାଣ —୪. Goat- sucker.
୫. କାଠ ଚିରି ଦୁଇଫାଳ କରିବା ପାଇଁ ବ୍ୟବହୃତ କାଠର କୋରମମୁଣ୍ଡା ବା ହାତୁଡ଼ା —୫. A very heavy wooden sledge-hammer used forr splitting up logs of wood.

ଦେଶଜ - ବିଶେଷଣ -[ସମ୍ପାଦନା]

ବହିର (ଦେଖ) - —Bahira (See)