Jump to content

ବହିର୍ଦେଶ

ଉଇକିଅଭିଧାନ‌ରୁ

ବହିର୍ଦେଶ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହିଃ+ ଦେଶ)

[ସମ୍ପାଦନା]
୧. ବାହାର ପାଖ — ୧. External side.
୨. ପଦାର୍ଥର ଉପରିଭାଗ —୨. Exterior; outside.
୩. ଗ୍ରାମର ବାହାରର ଅଂଶ —୩. Outskirts of a village (where people ease themselves).
୩. ଗ୍ରାମ ବା ନଗରହୀନ ସ୍ଥାନ —୩. A place without a town or village (Apte).

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ପୋଖରୀପାଣି ଯିବା; ଝାଡ଼ାଫେରିବା — Going out to answer the calls of nature.