Jump to content

ବହିର୍ଦ୍ଦେଶ ଯିବା

ଉଇକିଅଭିଧାନ‌ରୁ

ବହିର୍ଦ୍ଦେଶ ଯିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ଝାଡ଼ା ଫେରିବାକୁ ଯିବା — To go out to answer the calls of nature.

[ଦ୍ରଷ୍ଟବ୍ୟ —ପୂର୍ବେ ପାଇଖାନାର ପ୍ରଚଳନ ନ ଥିଲା ଲୋକେ ମଳ— ତ୍ୟାଗ କରିବାକୁ ଗ୍ରାମର ବହିର୍ଦେଶକୁ ଯାଉଥିଲେ ଏଣୁ 'ବହିର୍ଦେଶ' 'ପୋଖରିପାଣି' 'ବାହାରକୁ' ବା 'ମଇଦାନ' ଯିବା ଆଦି ଶବ୍ଦ ମଳତ୍ୟାଗ କରିବା ଅର୍ଥରେ ବ୍ୟବହୃତ ହୋଇଅଛି ଓ ହିନ୍ଦିରେ ଗ୍ରାମ ବାହାରର ଝାଡ଼ ଜଙ୍ଗଲରୁ ଝାଡ଼ାଫୀରନା, ଝାଡ଼େଜଙ୍ଗଲ ଜାନା ଓ ବଙ୍ଗଳାରେ ବାହ୍ୟ ଯାଓୟା ଶବ୍ଦମାନଙ୍କର ବ୍ୟବହାର ହୋଇଅଛି ମଳତ୍ୟାଗାନ୍ତେ ଲୋକେ ଶୌଚ କରିବାକୁ ପୁଷ୍କରିଣୀ ଓ ନଦୀ ଆଦିକୁ ଯିବାରୁ ଓଡ଼ିଆରେ ପୋଖରୀ ଯିବା ଓ ହିନ୍ଦୀରେ ପୋଖର୍ଜାନା, ନଦୀ ଜାନା ମଳତ୍ୟାଗ କରିବା ଅର୍ଥ ବୋଲାଯାଏ]