Jump to content

ବହିର୍ବଳି

ଉଇକିଅଭିଧାନ‌ରୁ

ବହିର୍ବଳି

ଉଚ୍ଚାରଣ

[ସମ୍ପାଦନା]

(ଅନ୍ତର୍ବଳି—ବିପରୀତ)

=== ସଂସ୍କୃତ - ବି—(ବହିଃ+ବଳି)—('ଅର୍ଶ' ତଳେ ନୋଟ୍ ଦେଖ — See notes under Arṡa)

ଏକପ୍ରକାର ଅର୍ଶ ରୋଗରେ ଗୁହ୍ୟଦ୍ୱାରର ବାହାର ପା ଦାଢ଼ରେ ବାହାରିବା ଅଜାଗଳସ୍ତନବତ୍ ଚର୍ମଗୁଟିକା — Blind piles.