Jump to content

ବହିର୍ବାଣିଜ୍ୟ

ଉଇକିଅଭିଧାନ‌ରୁ

ବହିର୍ବାଣିଜ୍ୟ

ଉଚ୍ଚାରଣ

[ସମ୍ପାଦନା]

(ଅନ୍ତର୍ବାଣିଜ୍ୟ—ବିପରୀତ)

ସଂସ୍କୃତ - ବିଶେଷ୍ୟ - (ବହିଃ+ବାଣିଜ୍ୟ)

[ସମ୍ପାଦନା]
୧. ରପ୍ତାନି; ଆପଣା ଦେଶରୁ ବିଦେଶରୁ ପଣ୍ୟ ପ୍ରେରଣ — ୧. Export trade.
୨. ଭିନ୍ନ ଭିନ୍ନ ଦେଶମାନଙ୍କ ପରସ୍ପର ମଧ୍ୟରେ ଚଳୁଥିବା ବାଣିଜ୍ୟ —୨. International trade.
୩. ଦେଶା— ନ୍ତରରୁ ଆପଣା ଦେଶକୁ ପଣ୍ୟ ଦ୍ରବ୍ୟର ଆନୟନ — ୩. Import trade.