Jump to content

ବହିର୍ବାସ

ଉଇକିଅଭିଧାନ‌ରୁ

ବହିର୍ବାସ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ - (ବହିଃ+ ବାସ)

[ସମ୍ପାଦନା]
୧. ବୈଷ୍ଣବମାନେ କୌପୁନୀମାରି ତାହା ଉପରେ ଯେଉଁ ଲୁଗା ପିନ୍ଧି ଥାନ୍ତି — ୧. A piece of cloth worn by ascetics round the lions over the strip of rag tucked about the privities.
୨. ଉତ୍ତରୀୟ ବସ୍ତ୍ର; ଚାଦର —୨. Outer sheet put round the upper of the body.
୩. ବାହାରରେ ଅବସ୍ଥାନ —୩. Residence abroad.