Jump to content

ବହିର୍ବାହ

ଉଇକିଅଭିଧାନ‌ରୁ

ବହିର୍ବାହ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବୈଜ୍ଞାନିକ ପରିଭାଷା; ବହିଃ+ ବାହ)

[ସମ୍ପାଦନା]

ଯେଉଁ ପ୍ରବାହଦ୍ୱାରା କୌଣସି ପଦାର୍ଥର ଅଭ୍ୟନ୍ତରସ୍ଥ ଜଳ ବାହାରରେ ବହୁ ଥାଏ —An outer current; exosmosis.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ଯାହା (ଯେଉଁ ନଦୀ ଆଦି) ଦେଶର ବାହାର ଆଡ଼କୁ ବହି ଯାଉ ଥାଏ —Flowing or running outwards (said of a stream)