Jump to content

ବହିର୍ଭୁତ

ଉଇକିଅଭିଧାନ‌ରୁ

ବହିର୍ଭୁତ

ଉଚ୍ଚାରଣ

[ସମ୍ପାଦନା]
(ବହିର୍ଭୂତା—ସ୍ତ୍ରୀ) 

(ଅନ୍ତର୍ଭୂତ—ବିପରୀତ)

(ବହିର୍ଭାବ—ବି)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହିସ୍+ ଭୂ ଧାତୁ+ କର୍ତ୍ତୃ. ତ)

[ସମ୍ପାଦନା]
୧. ବହିର୍ଗତ — ୧. Gone forth.
୨. ବର୍ଜିତ —୨. Abandoned.
୩. ବହିଷ୍କୃତ; ତାଡ଼ିତ — ୩. Expelled; driven out.
୪. ଅତୀତ (ସମୟ) —୪. Past; expired (time)
୫. ବାହାରରେ ଥିବା —୫. Situate outside; outside the scope of; beyond the boundaries of.
୬. ଅମନୋଯୋଗୀ —୬. Careless; inattantive.

ଦେଶଜ - ବି—(ଆଦେଶ ବା ଇଚ୍ଛାର)

[ସମ୍ପାଦନା]

ଲଙ୍ଘନକାରୀ; ଅବାଧ୍ୟ —୧. Disregarding one's wish or order.

୨. ଅନ୍ୟଥାକୃତ —୨. Performed or done otherwise.