Jump to content

ବହିଶ୍ଚର

ଉଇକିଅଭିଧାନ‌ରୁ

ବହିଶ୍ଚର

ଉଚ୍ଚାରଣ

[ସମ୍ପାଦନା]
(ବହିଶ୍ଚରା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ବହିଃ+ଚର୍ ଧାତୁ= ଗମନ କରିବା+ କର୍ତ୍ତୃ. ଅ)

[ସମ୍ପାଦନା]
୧. ଯେଉଁ ବ୍ୟକ୍ତି ଗ୍ରାମର ବା ଘରର ବାହାରେ ବିଚରଣ କରେ —୧. Roaming outside the village or home (Apte).
୨. ବାହ୍ୟ —୨. External.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

କୁଳୀର; କଙ୍କଡ଼ା —Crab.