Jump to content

ବହିଷ୍କରଣ

ଉଇକିଅଭିଧାନ‌ରୁ

ବହିଷ୍କରଣ

ଉଚ୍ଚାରଣ

[ସମ୍ପାଦନା]

ବହିଷ୍କାର, ବହିଷ୍କ୍ରିୟାଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ - (ବହିଃ+କରଣ)

[ସମ୍ପାଦନା]
୧. ବାହାର କରିଦେବା; ତଡ଼ିଦେବା; ଘୃରୀକରଣ —୧. Removal; expulsion; expelling; driving away.
୨. ବର୍ଜନ —୨. Abandoning; rejection.
୩. ଆବିଷ୍କାର କରିବା —୩. Making a discovery.
୪. ଜାତିଚ୍ୟୁତି —୪. Excommuni-cation.
୫. ବାହ୍ୟେନ୍ଦ୍ରିୟ —୫. External organ.