Jump to content

ବହିଷ୍କୃତ

ଉଇକିଅଭିଧାନ‌ରୁ

ବହିଷ୍କୃତ

ଉଚ୍ଚାରଣ

[ସମ୍ପାଦନା]
(ବହିଷ୍କୃତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ବହିଃ+କୃତ)

[ସମ୍ପାଦନା]
୧. ଦୂରୀକୃତ; ଯାହାକୁ ତଡ଼ି ଦିଆଯାଇ ଥାଏ —୧. EXpelled; driven out; tirned out.
୨. ସ୍ଥାନାନ୍ତରିତ —୨. Removed.
୩. ବର୍ଜ୍ଜିତ —୩. Rejected.